Monday, November 16, 2026
Home ଆଞ୍ଚଳିକ ନୂଆ ଡିଏମଇଟି ଭାବରେ ଦାୟିତ୍ୱ ନେବେ ରମାରମଣ

ନୂଆ ଡିଏମଇଟି ଭାବରେ ଦାୟିତ୍ୱ ନେବେ ରମାରମଣ

6

୩୦/୧୦/୨୧ (ଜିଲ୍ଲା ଖବର) : ବଦଳିଲେ ଡିଏମଇଟି ସିବିକେ ମହାନ୍ତି। ତାଙ୍କ ସ୍ଥାନରେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି। ସେ  ବର୍ତ୍ତମାନ ବାରିପଦାସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡିନ୍ ଓ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

ଆସନ୍ତା ୩୧ ତାରିଖରେ ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ପରେ ରମାରମଣ ନୂତନ ଭାବରେ ଦାୟିତ୍ୱ ନେବେ।