Sunday, November 15, 2026
Home ଆଞ୍ଚଳିକ Aditi Rao Hydariଙ୍କ ଆଜି ଜନ୍ମଦିନ

Aditi Rao Hydariଙ୍କ ଆଜି ଜନ୍ମଦିନ

13

ନୂଆଦିଲ୍ଲୀ, ୨୮/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନତ୍ରୀ Aditi Rao Hydariଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ଅଦିତି ଜଣେ ଭଲ ଅଭିନେତ୍ରୀ ହେବା ସହିତ, ସେ ଜଣେ ଟ୍ରେଣ୍ଡ୍  ଭାରତନାଟ୍ୟମ୍ ଡାନ୍ସର ମଧ୍ୟ । ୬ ବର୍ଷ ବୟସରୁ ସେ ଏହା ଶିଖିବା ଆରମ୍ଭ କରିଥିଲେ ।

ଅଦିତି ତାଙ୍କ ନାଁରେ ଦୁଇଟି ସରନେମ୍ ଲଗାନ୍ତି । ରାଓ ଏବଂ Hydari । ଯାହାକି ରାଓ ତାଙ୍କ ମା’ଙ୍କ ସରନେମ୍ ହୋଇଥିବା ବେଳେ, Hydari ତାଙ୍କର ବାପାଙ୍କର ସରନେମ୍ । ଯେଉଁଥିପାଇଁ ସେ ତାଙ୍କ ନାଁ ସହିତ ଦୁଇଟି ସରନେମ୍ ଲଗାନ୍ତି ।

୨୦୦୬ରେ ମଲାୟାଲମ୍ ଫିଲ୍ମ’ପ୍ରଜାପତି’ ମାଧ୍ୟମରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ‘ ଦିଲ୍ଲୀ ୬’ । ଏହାପରେ ସେ ଆହୁରି ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।