Home ଅପରାଧ ଦୁଇ ବାଇକ୍ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

ଦୁଇ ବାଇକ୍ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

9

ମୟୂରଭଞ୍ଜ, ୨୮/୧୦/୨୧ (ଜିଲ୍ଲା ଖବର) :  ଦୁଇ ବାଇକ୍ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର। ମୃତ ବ୍ୟକ୍ତି ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଧାନକୁଦା ଅଞ୍ଚଳର ମନସା ମହାନ୍ତ। ବାରିପଦା

କୌଣସି କାର୍ଯ୍ୟ ରେ ଆସି ଫେରିବା ସମୟରେ ଗତକାଲି ସନ୍ଧ୍ୟା ସମୟରେ ଓରାଚନ୍ଦାବିଲା ରାସ୍ତାରେ ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଗୁରୁତର ବ୍ୟକ୍ତି ଜଣଙ୍କର ଚିକିତ୍ସା ଚାଲିଛି।