Tuesday, November 17, 2026
Home ଆଞ୍ଚଳିକ ହିଞ୍ଜିଳି ରେ ବିଜୁ ଜନତା ଦଳ ର ସ୍ଵଛାକୃତ ରକ୍ତ ଦାନ ଶିବିର

ହିଞ୍ଜିଳି ରେ ବିଜୁ ଜନତା ଦଳ ର ସ୍ଵଛାକୃତ ରକ୍ତ ଦାନ ଶିବିର

10

ହିଞ୍ଜିଳିକାଟୁ, ୨୭/୧୦(ଜିଲ୍ଲା ଖବର):ହିଞ୍ଜିଳିକାଟୁ ପୌରପରିଷଦ ସଭାପତି ଭିମିସେନ ବେହେରା ଙ୍କ ପୌରହିତରେ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ହିଞ୍ଜିଳି ବିଧାୟକ ଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅଥିତି ରୂପେ ଓ ସନମାନନିୟ ଅଥିତି ରୂପେ ଜୀବନ ବିନ୍ଧୁ ଜିଲ୍ଲା ସଂଜୋଜୋକ ସୁବାସ ମହାରଣା ଯୋଗଦେଇ ଅନୁଷ୍ଠିକ ଭାବେ ଶିବିର କୁ ଉଦଘାଟନ କରିଥିଲେ ଶିବିର ରେ   68 ଜଣ ସ୍ଵେଛାକୃତ ଭାବେ ରକ୍ତଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ  ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ପାଣିଗ୍ରାହୀ ଆସିକା ଲୋକସଭା ସଦସ୍ୟ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ପୂର୍ବତନ ବିଧାୟକ ହରିହର ସାହୁ  ପୂର୍ବତନ ନଗରପାଳ ଶିବରାମ ଗୌଡ଼ ପୂର୍ବତନ ଉପ ନଗରପାଳ ସୁବାସ ଚନ୍ଦ୍ର ପୋଲାଇ ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ନଗର ଯୁବ ସଭାପତି ସଞ୍ଜୟ କୁମାର ପଣ୍ଡା ନଗର ଯୁବ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ପଣ୍ଡା, ତାପସ କୁମାର ପଣ୍ଡା,ଯୁବ ନେତା ସୁଜିତ ପଣ୍ଡା ଓ ବ୍ଲଡ଼ ବେଙ୍କ ର କର୍ମଚାରୀ ମାନେ ଶିବିର ଶିବିର ରେ ସହଯୋଗ କରିଥିଲେ |
ରିପୋର୍ଟ : ତାପସ କୁମାର ପଣ୍ଡା