Sunday, November 15, 2026
Home ଆଞ୍ଚଳିକ ରିଲିଜ୍ ହୋଇ ଯାଇଛି ଫିଲ୍ମ’ଅନ୍ତିମ: ଦ ଫାଇନାଲ ଟ୍ରୁଥ୍ ‘ର ଟ୍ରେଲର

ରିଲିଜ୍ ହୋଇ ଯାଇଛି ଫିଲ୍ମ’ଅନ୍ତିମ: ଦ ଫାଇନାଲ ଟ୍ରୁଥ୍ ‘ର ଟ୍ରେଲର

10

ନୂଆଦିଲ୍ଲୀ, ୨୬/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସଲମାନ୍ ଖାନଙ୍କ ଆଗାମୀ ଫିଲ୍ମ’ଅନ୍ତିମ: ଦ ଫାଇନାଲ ଟ୍ରୁଥ୍ ‘ର ଟ୍ରେଲର ନିକଟରେ ରିଲିଜ୍ ହୋଇ ଯାଇଛି  । ତେବେ ଏହି ଫିଲ୍ମରେ ସଲମାନଙ୍କ ସହିତ ଆୟୂଷ ଶର୍ମା ମଧ୍ୟ ନଜର ଆସିବେ ।

ଏଥିରେ ସଲମାନ୍ ଖାନ ନାୟକ ଭୂମିକାରେ ଥିବା ବେଳେ ,ଖଳନାୟକ ଭୂମିକାରେ ନଜର ଆସିବେ ଆୟୂଷ ଶର୍ମା । ଏହାର ଟ୍ରେଲର ଦେଖିବା ପରେ ସ୍ପଷ୍ଟ ଜଣାପଡୁଛି ଯେ, ଦୁହେଁ ଏଥିପାଇଁ  ଖୁବ୍ ପରିଶ୍ରମ କରିଛନ୍ତି । ତେବେ ଏହାର ଟ୍ରେଲର ଦେଖିବା ପରେ, ସମ୍ପୂର୍ଣ୍ଣ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଉସ୍ବାହ ଅଧିକ ବଢି ଯାଇଛି । ତେବେ ଏହି ଫିଲ୍ମ ଦର୍ଶକଙ୍କ ହୃଦୟକୁ କେତେ ଛୁଇଁ ପାରୁଛି ତାହା ଦେଖିବାକୁ ବାକି ରହିଲା ।