ସରପଞ୍ଚ ହଟହଟା: କଣ କାମ କରିଛ କୁହ, ୫ ବର୍ଷର ହିସାବ ମାଗିଲେ ଲୋକେ

7

କଟକ, ୨୬/୧୦/୨୧ (ଜିଲ୍ଲା ଖବର) : ମିଟିଂ ବେଳେ ହଟହଟା ସରପଞ୍ଚ । ବିଜେଡି ସମର୍ଥିତ ସରପଞ୍ଚ ଓ ସଭାପତିଙ୍କୁ ଲୋକେ ପଚାରିଲେ କଣ କାମ କରିଛ କୁହ? ମାହାଙ୍ଗା ବ୍ଲକ ରାହାଣିଆ ପଂଚାୟତର ମୋଗଲପାଟଣା ୬ ନମ୍ବର ୱାର୍ଡରେ ଚାଲିଥିଲା ମିଟିଂ । ଏହି ମିଟିଂ ବେଳେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା ।

 କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଂଚାୟତର ମୋଗଲପାଟଣା ୬ ନମ୍ବର ଓ୍ୟାର୍ଡରେ ଚାଲୁଥିବା ମିଟିଂର ଦୃଶ୍ୟ। ଯେଉଁଠି ବିଜେଡି ସମର୍ଥିତ ସରପଞ୍ଚ କାର୍ତ୍ତିକ ଜେନା ଓ ବିଜେଡି ପଂଚାୟତ ସଭାପତି ଯୁଗଳ ଦାସଙ୍କୁ ଲୋକେ କିପରି ମୁହେଁ ମୁହେଁ ୫ ବର୍ଷ ର ହିସାବ ମାଗିଛନ୍ତି ।