
ମୟୁରଭଞ୍ଜ, ୨୬/୧୦/୨୧ (ଜିଲ୍ଲା ଖବର) : ମୟୁରଭଞ୍ଜ ଜିଲ୍ଲା, ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗା ପାଟ ନିକଟରେ ଦୁର୍ଘଟଣା। ଟ୍ରକ ଏବଂ ଟ୍ରଲର ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭର ଆହତ ହଇଥିବାବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁବରଣ କରିଥିବା ଟ୍ରକ ଡ୍ରାଇଭର ମୁଣ୍ଡ କଟିଯାଇ ଟ୍ରକ ମଧ୍ୟରେ ଚାପି ହଇ ରହିଥିବା ସୂଚନା । ଅଗ୍ନିଶମ ବିଭାଗ ଏବଂ କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି।



