
୨୬/୧୦/୨୧ (ଜିଲ୍ଲା ଖବର) : କଣ୍ଟାବାଞ୍ଜିରେ ପହଞ୍ଚିଲା ବିଜେପି ଟିମ୍। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ପହଞ୍ଚିଲା ବିଜେପିର ୧୫ ଜଣିଆ ଟିମ୍ । ଝରଣୀ ଗାଁରେ ମମିତାଙ୍କ ପରିବାରକୁ ଭେଟିବ ବିଜେପି ଟିମ୍। ସନସାଇନ୍ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା ।
ଦିନକୁ ଦିନ ମମିତାଙ୍କୁ ନ୍ୟାୟ ଦାବୀରେ ରାଜ୍ୟରେ ତୁମ୍ୱିତୋଫାନ ଦେଖିବାକୁ ମିଳୁଛି। କେବେ ମିଳିବ ଦୋଷୀକୁ ଦଣ୍ଡ। କେବେ ମମିତାଙ୍କୁ ନ୍ୟା ମିଳିବ ତାକୁ ନେଇ ପ୍ରଶ୍ନବାଚୀ। ସେପଟେ କେବଳ ଗୋବିନ୍ଦ ଏଥିରେ ସାମିଲ ଥିଲା ନା ଆଉ କିଏ ଅଛନ୍ତି ତାକୁ ନେଇ ଉଠୁଛି ବଡ ପ୍ରଶ୍ନ।


