Tuesday, November 17, 2026
Home ଆଞ୍ଚଳିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ପ୍ରକାରେ ସାମାଜିକ ସେବା କାର୍ଯ୍ୟକ୍ରମ

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ପ୍ରକାରେ ସାମାଜିକ ସେବା କାର୍ଯ୍ୟକ୍ରମ

9

ବ୍ରହ୍ମପୁର ,୨୫/୧୦(ଜିଲ୍ଲା ଖବର):ବ୍ରହ୍ମପୁର ମହାନଗର ଯୁବ ଓ ଛାତ୍ର ବିଜେଡି. ମେଡିକାଲ କଲେଜ ଖେଳ ପଡିଆ ଓ ତା ଚତୁର୍ପାଶ୍ୱ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ନିଜେ ବିଧାୟକ ବ୍ରହ୍ମପୁର ଶ୍ରୀ. ବିକ୍ରମ ପଣ୍ଡା. ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀ. ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ. ଓଡିଶା ମୋ ପରିବାର ର ସମ୍ପାଦକ ଶ୍ରୀ ସୁବାସ ମହାରଣା. ପୂର୍ବତନ ମେୟର. କେ. ମାଧବୀ. ଜିଲ୍ଲା ମହିଳା ସଭାପତି ସଂଘମିତ୍ରା ଦଳେଇ. ଜିଲ୍ଲା ଯୁବ ସଭାପତି ଶ୍ରୀ ଭବାନୀ ସାହୁ. ଗଞ୍ଜାମ ଜୋନ ମହିଳା ସଭାନେତ୍ରୀ ମମତା ବିଷୋୟୀ. ଗଞ୍ଜାମ ଜୋନ ଛାତ୍ର ସଭାପତି ଜ୍ୟୋତିରଞ୍ଜନ ସାହୁ. ରାଜ୍ୟ ଯୁବ ସମ୍ପାଦକ ମୁକୁନ୍ଦ ଗୌଡ଼. ମହାନଗର ସଭାପତି ବିଜୟ ସାମଲ. ବରିଷ୍ଠ ନେତା ମଳୟ ବିଷୋୟୀ. ଶୂନ୍ୟ ଦାସ. ରବୀନ୍ଦ୍ର ସାହୁ. ତ୍ରିପତି ପାତ୍ର. ରାମ ତନ୍ତୀ. ପ୍ରଣୟ ପଟ୍ଟନାୟକ. ପ୍ରଭାତ ସାହୁ. ସତ୍ୟବ୍ରତ ସାମନ୍ତରାୟ. କାଳିଆ ରେଡ୍ଡୀ. ରବି. ଦୁର୍ଗା ଲାୟକ. ନେତାଜୀ ପାତ୍ର. ଏଙ୍କିଡି ପାତ୍ର. ବବି ପାତ୍ର. ଇଟି ଭାଇ. ଆଦିତ୍ୟ ପଟ୍ଟନାୟକ. ରାଜେଶ ବେହେରା. ତେଜେଶ୍ୱର ସ୍ୱାମୀ. ସିମାଞ୍ଚଳ ସାହୁ.ଛାତ୍ର ନେତା ଦୋଳରଞ୍ଜନ ନାୟକ. ଦେବାନନ୍ଦ ପଣ୍ଡା. ଅରୁଣ ନାୟକ. ସୁମନ ସାହୁ. ସାଇ କୁମାର. ତାପସ ସାହୁ. ସୂର୍ଯ୍ୟକାନ୍ତ ସୁବୁଦ୍ଧି. ଧୀରେସ ସାବତ. ସାୟାଦ ଆସଲାମ ଅଲି ହୁସେନ.ରତ୍ନାକର. ରାଜେଶ ପଟ୍ଟନାୟକ. ଆଦିତ୍ୟ ସାହୁ.ସି କେ ଭାଇ. ମହାନଗର ଯୁବ ଡିଜିଟାଲ ସମ୍ପାଦକ ରବୀନ୍ଦ୍ର ମିଶ୍ର. ଗଞ୍ଜାମ ଜିଲ୍ଲା ଛାତ୍ର ଡିଜିଟାଲ ସମ୍ପାଦକ ନିଖିଲ ଚୌଧୁରୀ. ଙ୍କ ସମେତ ବହୁ ଯୁବ. ଛାତ୍ର ନେତା ଉପସ୍ଥିତ ଥିଲେ. ମହାନଗର ଯୁବ ଓ ଛାତ୍ର ସଭାପତି ଅଜିତ ପଣ୍ଡା. ଶୋବନ ନାୟକ ଙ୍କ ନେତୃତ୍ୱରେ ଆଜି କାର୍ଯ୍ୟକ୍ରମ କରାଯାଇଥିଲା।
ରିପୋର୍ଟ : କୁନା ମିଶ୍ର