
ଜଟଣୀ , ୨୫/୧୦(ଜିଲ୍ଲା ଖବର)
ମମିତା ମେହ ର ଙ୍କ ଅକାଳମୃତ୍ୟୁରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ନୀରବ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ମୋ ଜଟଣୀ ପାର୍କଠାରୁ ମୁଖ୍ୟରାସ୍ତା ଦେଇ ମା ଡ଼ମଣ୍ଡେଇଁଙ୍କ ମନ୍ଦିର ଯାଏ ଶୋଭାଯାତ୍ରା ଯାଇଥିଲା । ମନ୍ଦିର ପରିସର ରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି .
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


