Home Uncategorized କୁଇ ଭାଷା କବିତା ଆସର ଓ ଆଲୋଚନା ଚକ୍ର

କୁଇ ଭାଷା କବିତା ଆସର ଓ ଆଲୋଚନା ଚକ୍ର

6

କନ୍ଧମାଳ,୨୫/୧୦(ଜିଲ୍ଲା ଖବର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବଡଗାଁ ଗ୍ରାମରେ କୁଇ ଭାଷା କବିତା ଆସର ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ବହୁ ଆଡ଼ମ୍ବର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଜୟପୁର ତହସିଲଦାର ସୁଶ୍ରୀ ଟୁଲି ଆମl ପ୍ରଧାନ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କୁଇ ସମାଜ ସେବା ସମିତି ଫୁଲବାଣୀ ସଭାପତି ଗୋବିନ୍ଦ ଚନ୍ଦ୍ର ଘଟାଲ, କୁଇ ସମାଜ ସେବା ସମିତି ଫୁଲବାଣୀ ସମ୍ପାଦକ ସ୍ରିନିବାସ ମଲିକ, କୁଇ ସମାଜ ସେବା ସମିତି ଫୁଲବାଣୀ ଯୁଗ୍ମ ସମ୍ପାଦକ ସୁଦର୍ଶନ କହଁର , ମନୋଜ କୁମାର ମଲ୍ଲିକ, ବାଲିଗୁଡ଼ା କୁଇ କୂଳ ସମିତି ପୂର୍ବତନ ସଭାପତି ମୋନଜ କୁମାର ମଲିକ , ମଦନ ମୋହନ ପ୍ରଧାନ, ବାଲିଗୁଡ଼ା କୁଇ କୂଳ ସମିତି ସମ୍ପାଦକନରୋତ୍ତମ ପ୍ରଧାନ, ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ସମ୍ପାଦକ ଜି.ଉଦୟଗିରି , କୁଇ ଭାଷା ସାହିତ୍ଯ ସମିତି ସଭାପତି ଦିନବନ୍ଧୁ କହଁର ସମ୍ପାଦକ ଗଣପତି ମଲ୍ଲିକ, ଆବାହକ କୁଇ କବି ପ୍ରଦୀପ କହଁର, କୁଇ ସମାଜ ଯୁବ ପରିସଦ କନ୍ଧମାଳ ସଭାପତି ଦେବାଶିଷ କହଁର, ଅଚ୍ୟୁତ ଯାନି ,ଯୁବ ପରିଷଦ ସମ୍ପାଦକ, ଆଲୋକ କହଁର, ମଙ୍ଗରାଜ ପ୍ରଧାନ, ଭୀମସେନ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ବିଶ୍ବମ୍ବର ପ୍ରଧାନ, ଭାବିନ୍ଦ୍ର କହଁର, ଶ୍ରୀକାନ୍ତ କହଁର, ଶଶିଭୂଷଣ ପ୍ରଧାନ ପ୍ରମୁଖ କୁଇ ସମାଜ ଯୁବ ପରିଷଦ ର କର୍ମକର୍ତ୍ତାମାନେ
କୁଇ କୂଳ ସମିତିର ବିଭିନ୍ନ ଶାଖା କର୍ମକର୍ତ୍ତା ଗଣ ତଥା ବାଲିଗୁଡାରୁ କୁଇ ଆଦିବାସୀ ମାନେ ଯୋଗଦାନ କରିଥିଲେ ।୪୦ ରୁ ଉର୍ଦ୍ଧ କୁଇ କବି ସ୍ବରଚିତ କୁଇ କବିତା ପାଠ କରିଥିଲେ , ଓ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏବ କୁଇ କଳାକାର ମାନଙ୍କ ଦ୍ବାରା କୁଇ ନୃତ୍ଯ ପରିବେଷଣ କରାଯାଇ ଥିଲା
ସମସ୍ତ ବକ୍ତା କୁଇ ସମାଜ କୁ ସୁଦୃଢ କରିବା ପାଇଁ ମତବ୍ୟକ୍ତ କରିଥିଲେ l
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ