Sunday, November 15, 2026
Home ଆଞ୍ଚଳିକ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ 82ତମ ମନ୍‌ କି ବାତ କାର୍ଯ୍ୟକ୍ରମ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ 82ତମ ମନ୍‌ କି ବାତ କାର୍ଯ୍ୟକ୍ରମ

11

ନୂଆଦିଲ୍ଲୀ, ୨୪/୧୦/୨୧ (ଜିଲ୍ଲା ଖବର ) : ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ହେବ ପ୍ରଧାନମନ୍ତ୍ରୀଙ୍କ 82ତମ ମନ କି ବାତ କାର୍ଯ୍ୟକ୍ରମ। ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ନେଇ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି।

ପୂର୍ବରୁ ମନ କି ବାତ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଜନ ସାଧାରଣଙ୍କ ମତ ଲୋଡି ଥିବା ବେଳେ ଆଜି ଜନସାଧାରଣଙ୍କ ନିକଟରେ ନିଜର ସମ୍ବୋଧନ ରଖିବେ। ତେବେ ଗଲା କିଛି ଦିନ ତଳେ ଦେଶରେ କୋରୋନା ଟିକାକରଣରେ ସଂଖ୍ୟ 100 କୋଟି ଟପିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଆଲୋଚନା କରିପାରନ୍ତି।