Saturday, October 10, 2026
Home ଅପରାଧ ଟଙ୍କା ଦେଲେ FIRରୁ କଟୁଛି ନାଁ

ଟଙ୍କା ଦେଲେ FIRରୁ କଟୁଛି ନାଁ

7

ଭୁବନେଶ୍ୱର, ୨୩/୧୦/୨୧ (ଜିଲ୍ଲା ଖବର) : ଏମିତି ହେଉଛି ଥାନାରେ ଡିଲ୍‌। ଟଙ୍କା ଦେଲେ ଏଫଆଇଆର ରୁ ନାଁ କାଟି ଦେବାକୁ ଦେଉଛନ୍ତି ପ୍ରତିଶୃତି । କେବଳ ସେତିକି ନୁହଁ ରିପୋର୍ଟ ଇଚ୍ଛାଅନୁସାରେ ଲେଖିବାକୁ କେତେ ଟଙ୍କା ଦେବା ଦରକାର ତାହାକୁ ନେଇ ଚାଲିଛି ମୂଲ ଚାଲ ।

25 ହଜାର ଟଙ୍କା ପାଇଁ ଦାବି କରୁଛନ୍ତି ଥାନା ବାବୁ । ଆଡଭାନ୍ସ ପେମେଣ୍ଟ ବି ନେଉଛନ୍ତି । ଯାହା ଭିଡ଼ିଓ ଏବେ ସୋସିଆଲ ମିଡ଼ଆରେ ଭାଇରାଲ ହେବାରେ ଲାଗିଛି ।