
ଖୋର୍ଦ୍ଧା,୨୩/୧୦/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ଜଙ୍କିଆରୁ ୩୫୦ ଗ୍ରାମ୍ ବ୍ରାଉନସୁଗାର ଜବତ । ବ୍ରାଉନ ସୁଗାର ଜବତ କଲା କ୍ରାଇମବ୍ରାଞ୍ଚ STF । ଜଳେଶ୍ବରରୁ ଆଣି ଜଙ୍କିଆରେ ଡିଲ ବେଳେ ଡିଲର ଗିରଫ ।
ଗିରଫ ଯୁବକ ଖୋର୍ଦ୍ଧା ଓରବରସିଂର ଅକ୍ଷୟ ବଳିୟାରସିଂ, ଅକ୍ଷୟଠାରୁ ୮୦ ଗ୍ରାମ୍ ସୁନା ବି ଜବତ କଲା କ୍ରାଇମବ୍ରାଞ୍ଚ STF । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ।



