
ନୂଆଦିଲ୍ଲୀ; ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ ସୁଲତାନ ବିନ ଜାୟେଦ ଅଲ ନାହ୍ୟାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମହାମହିମ ଶେଖ ଖଲିଫା ବିନ ଜାୟେଦ ଅଲ ନାହ୍ୟାନଙ୍କୁ ପଠାଇଥିବା ଏକ ଶୋକ ବାର୍ତ୍ତାରେ ଶ୍ରୀ ମୋଦୀ ଏହି ଦୁଃଖଦ ମୁହୂର୍ତ୍ତରେ ଆମେ ଅଲ ନାହ୍ୟାନ ପରିବାର ଓ ୟୁଏଇର ଜନସାଧାରଣଙ୍କୁ ସହାନୁଭୂତି ଜଣାଉଛୁ ବୋଲି କହିଛନ୍ତି ।
ସ୍ରୋତ-ପିଆବି



