Home Uncategorized ଅଖିଳ ଭାରତୀୟ ପରିବାର ପାର୍ଟି ବିଗତ ୨୦୧୮ ମସିହା ଅଗଷ୍ଟ ୮ ତାରିଖରୁ ଭାରତରେ ସଂସ୍ଥାପନ...

ଅଖିଳ ଭାରତୀୟ ପରିବାର ପାର୍ଟି ବିଗତ ୨୦୧୮ ମସିହା ଅଗଷ୍ଟ ୮ ତାରିଖରୁ ଭାରତରେ ସଂସ୍ଥାପନ ହୋଇଛି

15

ଗଞ୍ଜାମ,୨୩/୧୦(ଜିଲ୍ଲା ଖବର):ଏହାର ସଂସ୍ଥାପକ ଶ୍ରୀମାନ ଶାହନୱାଜ ଚୌଧୁରୀ ଭାରତୀୟ Delhi ଠାରେ ଥିବା “Institute of Political Leadership” ସ୍ଥାପନ କରି ସେଠାରେ ୨୦୦୬ ରୁ ବ୍ୟବହାରିକ ରାଜନୀତିର ଶିକ୍ଷା ପ୍ରଦାନ କରି ଆସୁଛନ୍ତି

୨୦୧୯ ମସିହା ଡିସେମ୍ବର ମାସ ୧୨ ତାରିଖ ରେ ନିର୍ବାଚନ ଆୟୋଗଙ୍କ ନିକଟରେ ରେଜିଷ୍ଟ୍ରେସନ ହୋଇଛି ।

ଆଗାମୀ ୨୦୨୪ ନିର୍ବାଚନ ରେ ପ୍ରାଥମିକ ସ୍ଥରରେ ଅଖିଳ ଭାରତୀୟ ପରିବାର ପାର୍ଟି ତରଫରୁ ୫୪୩ ସାଂସଦ ନିର୍ବାଚନ ରେ ଭାଗ ନେବେ ତଥା ପରବର୍ତ୍ତୀ ସମୟରେ ଦେଶର ସମସ୍ତ ରାଜନୀତିରେ ଏହି ଦଳର ନେତା ଗଣ ଭାଗନେଇ ରାଜନୈତିକ ସ୍ଥରରେ ଏକ ଦୁର୍ନୀତିମୁକ୍ତ ସୁଧାର ଆଣିବା ପାଇଁ କ୍ରାନ୍ତିକାରୀ ମାନଙ୍କ ଭଳି କାର୍ଯ୍ୟ କରିବେ ।

ଭାରତୀୟତା କୁ ନେଇ ଗର୍ବ କରିବା ନିମନ୍ତେ ତଥା ଗୋଟିଏ ପରିବାର ଭଳି ସମସ୍ତଙ୍କ ମନରେ ଭାବନା ଜାଗୃତି ପାଇଁର ଜାଗୃତି କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି । ଶେଷରେ ଆମନ୍ତ୍ରିତ ଅତିଥି ବରିଷ୍ଟ ସାମ୍ବାଦିକ ତଥା ଆଇନିଜିବି ସୂଦୀପ ସାହୁ ସମ୍ମlନ୍ୱିତ କରାଯାଇଥିଲା l
ରିପୋର୍ଟ : କୁନା ମିଶ୍ର