
ବାଲିଗୁଡା,୨୦/୧୦(ଜିଲ୍ଲା ଖବର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ନୂଆଗାଁ ବ୍ଲକର ମହାସିଙ୍ଘୀ ଠାରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି | ଏହିଭଳି ଘଟଣା ଦେଖି ବାକୁ ମିଳିଛି ନୂଆଗାଁ ବ୍ଳକ ମହାସିଙ୍ଘୀ ଦୁଙ୍ଗିଆଡେଇ ମନ୍ଦିର ନିକଟରେ | ଯୁବକଟି ବାଲିଗୁଡା ରୁ ନୂଆଗାଁ ଯାଉଥିବା ସମୟରେ ବାଇକି ର ଗତି ଅଧିକ ଥିବାରୁ ଭାରଶ୍ୟାମ ହରାଇ ଥିବା ଜଣାପଡ଼ିଛି ।ଗାଡିର ନମ୍ବର ଓ ଆର 12, A ,9223 ବୋଲି ଜଣାପଡିଛି ।ବାଇକ ଚଳକଙ୍କ ପରିଚୟ ମିଳି ପାରି ନାହିଁ I
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



