Thursday, October 15, 2026
Home ଆଞ୍ଚଳିକ ଗଞ୍ଜେଇ ସହିତ 2 ଜଣ ଗିରଫ

ଗଞ୍ଜେଇ ସହିତ 2 ଜଣ ଗିରଫ

21

କନ୍ଧମାଳ,୧୯/୧୦(ଜିଲ୍ଲା ଖବର):ଗତକାଲି ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଠାରୁ ଭୁବନେଶ୍ଵର ଗଞ୍ଜେଇ ଚାଲାଣ ହେଉଥିଲା ବେଳେ ପୋଲିସ୍ ଅଭିଯୁକ୍ତଙ୍କ ଠାରୁ 50 କିଲୋ 200 ଗ୍ରାମ ଗଞ୍ଜେଇ ଜବତ କରିବା ସହ 2 ଜଣ କୁ ଗିରଫ କରିଛି | ଗିରଫ ୨ ଜଣ ହେଲେ ବାଲିଗୁଡ଼ା ଥାନା ଡୁମୁଡି ସାହିର ଅଜୟ ଦିଗାଲ ଓ ଦିଗିପଡ଼ି ଶଙ୍କର ଦିଗାଲ ବୋଲି ଜଣା ପଡିଛି |ଏମାନଙ୍କ ନାମରେ କେଶ ନମ୍ବର ନମ୍ୱର୍ 203/21 ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ