ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁରର ଜିଲ୍ଲାପାଳ

15

୧୯/୧୦/୨୧ (ଜିଲ୍ଲା ଖବର) : ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁରର ଜିଲ୍ଲାପାଳ । ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ଵ ମିଳିଥିବା ବେଳେ ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ନିଯୁକ୍ତି ଦିଆଯାଇଛି ।

ସେହିପରି ଟିଇ ଓ ଏସସିଇଆରଟିର ନିର୍ଦ୍ଦେଶକ ହେଲେ ସନତ କୁମାର ମହାନ୍ତ । ଗଙ୍ଗାଧର ସାହଙ୍କୁ ଜିଏ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି ।