Monday, October 19, 2026
Home ଅପରାଧ ୨କେଜି ଚାରିଶହ ଗ୍ରାମ ବ୍ରାଉନସୁଗାର ଜବତ, ତିନି ଗିରଫ

୨କେଜି ଚାରିଶହ ଗ୍ରାମ ବ୍ରାଉନସୁଗାର ଜବତ, ତିନି ଗିରଫ

5

ବାଲେଶ୍ୱର,୧୯/୧୦/୨୧ (ଜିଲ୍ଲା ଖବର) : ବ୍ରାଉନ ସୁଗାର ହବ ପାଲଟିଛି ବାଲେଶ୍ୱର ଜଳେଶ୍ୱର। ଜଳେଶ୍ୱରରେ ବଡ଼ ଧରଣର ରେଡ଼ । ଝାଡେଶ୍ୱରପୁର ଅଞ୍ଚଳରୁ ୨କେଜି ଚାରିଶହ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ୨କୋଟି ୪୦ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି ।

ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲା । ହୋଟେଲ ଡାଇମଣ୍ଡ ସାମ୍ନାରୁ ଡିଲ ସମୟରେ ରେଡ଼ କରିଥଲା ଟିମ୍ ।