Sunday, November 15, 2026
Home ଆଞ୍ଚଳିକ IAS ସ୍ତରରେ ଅଦଳ ବଦଳ: OFDC ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

IAS ସ୍ତରରେ ଅଦଳ ବଦଳ: OFDC ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

47

ଭୁବନେଶ୍ୱର,୧୮/୧୦/୨୧ (ଜିଲ୍ଲା ଖବର ) : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ପଦକୁ ବଦଳି । ପରାଗ ଗୁପ୍ତାଙ୍କୁ ମିଳିଲା ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ଦାୟିତ୍ୱ । ବିଜୟ ଆରୋରା ହେଲେ ଜି.ଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ।