Home ଆଞ୍ଚଳିକ ଆତଙ୍କବାଦୀଙ୍କ ଟାର୍ଗେଟରେ ଆସାମ, ଆଲର୍ଟ ଜାରି କଲା ପୋଲିସ୍

ଆତଙ୍କବାଦୀଙ୍କ ଟାର୍ଗେଟରେ ଆସାମ, ଆଲର୍ଟ ଜାରି କଲା ପୋଲିସ୍

8

ନୂଆଦିଲ୍ଲୀ, ୧୮/୧୦/୨୧ (ଜିଲ୍ଲା ଖବର ) : ଆସାମରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି କରାଯାଇଛି।  ଆସାମ ପୋଲିସ୍‌  ତରଫରୁ  ଜାରି କରାଯାଇଥିବା  ସତର୍କ ସୂଚନା ଅନୁଯାୟୀ ପାକିସ୍ତାନି ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଆତଙ୍କବାଦୀ ସଙ୍ଗଠନ  ଅଲକାୟଦା ମିଶି  ରାଜ୍ୟରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ।

ଗୁପ୍ତଚର ଇନପୁଟ ଆଧାରରେ ଜାରି କରାଯାଇଥିବା ଏହି ସତର୍କ ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସୟଂସେବକ ସଙ୍ଘର କ୍ୟାଡର, ସୈନ୍ୟ କ୍ୟାମ୍ପ ଏବଂ ଧାର୍ମିକ ସ୍ଥାନମାନଙ୍କୁ ଟାର୍ଗେଟ କରାଯାଇଛି।