Home ଅପରାଧ ୨୮ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ୍

୨୮ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ୍

6

ବଲାଙ୍ଗିର,୧୮/୧୦/୨୧ (ଜିଲ୍ଲା ଖବର ) : ବଲାଙ୍ଗିର ସହର ଭିତରେ ଗଞ୍ଜେଇ ଜବତ। ର ଆନୁମାନିକ ମୁଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା।

ଧୁମାଭଟାରୁ ବାଇକ ଯୋଗେ ଦୁଇଟି ପଲିଥିନ ବସ୍ତାରେ ୨୮ କିଲୋ ଗଞ୍ଜେଇ ବଲାଙ୍ଗିରକୁ ଆସୁଥିଲା। ଏହି ଖବର ପାଇ ବଲାଙ୍ଗିର ଟାଉନ ଥାନା ପୋଲିସ ବଲାଙ୍ଗିର ଲିଟିଲ ଫ୍ଲାଓ୍ବାର ସ୍କୁଲ ପାଖରେ ଜଗିଥିଲା। ଆଉ ବେପାରୀକୁ କାବୁ କରି ଦେଇଥିଲା। 

ଗଞ୍ଜେଇ ଆଣୁଥିବା ବେପାରୀ ଜଣକ ବିଭୁତିପଡାର ଯୁବ ମେହେର । ଏହା ସହ ଗୋଟିଏ ବାଇକକୁ ମଧ୍ୟ ପୁଲିସ ଜବତ କରିଛି।