
ମୟୂରଭଞ୍ଜ, ୧୮/୧୦/୨୧ (ଜିଲ୍ଲା ଖବର ) : ଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ଆଇଜି ହିମାଂଶୁ ଲାଲ। ସେ ଉପଖଣ୍ଡ ଚିକିତ୍ସାଳୟକୁ ଆସି ଡାକ୍ତର ଏବଂ ପରିବାର ଲୋକଙ୍କ ସହିତ ଆଲୋଚନା ବି କରିଛନ୍ତି।
ପରେ ରରୁଆଁ ଥାନାକୁ ଯାଇ ଘଟଣା ବିଷୟରେ ବୁଝିଥିଲେ। ତାଙ୍କ ସହିତ ଅଡିସନାଲ ଏସପି ଏବଂ ଆଇଆଇସି ମାନେ ଉପସ୍ଥିତ ଥିଲେ।



