Monday, October 12, 2026
Home ଆଞ୍ଚଳିକ ଗଞ୍ଜେଇ ସହ ବୋଲର ଜବତ 3 ଜଣ ଗିରଫ

ଗଞ୍ଜେଇ ସହ ବୋଲର ଜବତ 3 ଜଣ ଗିରଫ

6

କନ୍ଧମାଳ,୧୫/୧୦(ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଠାରୁ ମେଲସିକିଆ ରାସ୍ତାରେ ଗଞ୍ଜେଇ ଜବତ ହୋଇଛି |ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଏକ ବୋଲର ଗାଡି ନମ୍ବର 05 E 5878 କୁ ଯାଞ୍ଚ କରିବା ସମୟ ରେ ଗାଡ଼ିରେ ଥିବା 30.400 ଗ୍ରାମ ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ ହୋଇଛନ୍ତି | ଗିରଫ ହୋଇଥିବା 3 ଜଣଙ୍କ ନାମ ସୁଶାନ୍ତ ପାଣିଗ୍ରାହି, ପ୍ରସାନ୍ତ ପାଣୀଗ୍ରାହୀ ଏବଂ ରଜନୀକାନ୍ତ ପଣ୍ଡା | ଆଜି ବାଲିଗୁଡା ପୋଲିସ କେଶ ନମ୍ବର 198/21 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ