Sunday, November 15, 2026
Home ଆଞ୍ଚଳିକ ସୈନିକ ସ୍କୁଲ୍ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ସୈନିକ ସ୍କୁଲ୍ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

15

୧୩/୧୦/୨୧ (ଜିଲ୍ଲା ଖବର) : ସୈନିକ ସ୍କୁଲ୍ ସୋସାଇଟି ଅଧୀନରେ ସୈନିକ୍ ସ୍କୁଲ୍ ଆରମ୍ଭ ପାଇଁ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି ଯେ ଏହି ବିଦ୍ୟାଳୟଗୁଡ଼ିକ ଏକ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରିବ। ଯାହା ବର୍ତ୍ତମାନର ସୈନିକ୍ ବିଦ୍ୟାଳୟଠାରୁ ଭିନ୍ନ ହେବ।

ପ୍ରଥମ ପର୍ଯ୍ୟାୟରେ ୧୦୦ଟି ସହଯୋଗୀ ଅଂଶୀଦାର ରାଜ୍ୟ / ଏନଜିଓ / ବେସରକାରୀ ଭାଗିଦାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି।