
ଗଞ୍ଜାମ , ୧୩/୧୦/୨୧ (ଜିଲ୍ଲା ଖବର) : ଘର ଭିତରେ ବେକରେ ରସିଦେଇ ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହିଠାରେ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ହୋଇଥିବା ଅଭିଯୋଗ।
ତାଙ୍କଠାରୁ ଏକ ହାତଲେଖା ପତ୍ର ଜବତ ହୋଇଛି। ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



