Wednesday, November 11, 2026
Home ଆଞ୍ଚଳିକ ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ପାର୍ଥକ୍ୟ କ’ଣ କହିଲେ ତାପସୀ ପନ୍ନୁ

ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ପାର୍ଥକ୍ୟ କ’ଣ କହିଲେ ତାପସୀ ପନ୍ନୁ

5

ନୂଆଦିଲ୍ଲୀ , ୧୩/୧୦/୨୧ (ଜିଲ୍ଲା ଖବର) : ଫିଲ୍ମ ‘ରଶ୍ମୀ ରକେଟ୍’ କୁ ନେଇ ଏବେ ଖୁବ ଚର୍ଚ୍ଚାରେ  ଅଭିନେତ୍ରୀ  ତାପସୀ ପନ୍ନୁ । ଏଥିରେ ସେ ଜଣେ ଆଥ୍‌ଲେଟ୍‌ର ଭୂମିକା ନିଭାଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ପାର୍ଥକ୍ୟ କ’ଣ କହିଛନ୍ତି ।

ସେ କହିଛନ୍ତି ଯେ,  “ବିକିନୀ ବଡି ପାଇଁ ଆପଣଙ୍କୁ ଷ୍ଟ୍ରିମଲାଇନ୍ ଆପ୍ରୋଚକୁ ଫଲୋ କରିବାକୁ ହେବ। ଏନେଇ ଆପଣଙ୍କୁ ଓଜନ କମ କରିବାକୁ ହେବ। ଆପଣଙ୍କ ଚର୍ମ ଓ ହାଡରେ ଯେପରି କୌଣସି ପ୍ରଭାବ ନ ପଡେ। ଏ ସବୁ ଆପଣଙ୍କୁ ଫଲୋ କରିବାକୁ ପଡିବ। କାହିଁକି ନାଁ, ବିକିନୀ ବଡି ପାଇଁ ଲୋକେ ସ୍ଲିମ୍ ଫିଗର ଚାହାଁନ୍ତି । ମୁଁ ଜଣେ ଆଥ୍‌ଲେଟିକ୍। ଯଦି ବି ମୁଁ ବିକିନୀ ବଡି ବନେଇବାକୁ ଚାହିଁବି ତେବେ ଆପଣମାନେ ମୋ ଠାରେ ସେହି ସୁନ୍ଦରତା ଦେଖିପାରିବେ ନାହିଁ , ଯାହା ଅନ୍ୟ ଅଭିନେତ୍ରୀମାନଙ୍କ ପାଖରେ ପାଇବେ।”

ଆଉ ଆଥ୍‌ଲେଟିକ୍ ବଡି ପାଇଁ ସାଇଣ୍ଟିଫିକ୍ ଆପ୍ରୋଚର ଆବଶ୍ୟକତା ରହିଛି । ଶରୀରର ସବୁ ମାଂସପେଶୀ ପାଇଁ ଅଲଗା ଅଲଗା ବ୍ୟାୟାମ ରହିଛି । ଆପଣ କ’ଣ କ’ଣ ଖାଉଛନ୍ତି, କେଉଁ ବ୍ୟାୟାମ କରୁଛନ୍ତି, କେଉଁ ମେସିନ୍ ବ୍ୟବହାର କରୁଛନ୍ତି ଏସବୁ ଦେଖିବା  ଜରୁରୀ । ତାପସୀ ପନ୍ନୁଙ୍କ ଫିଲ୍ମ ‘ରଶ୍ମୀ ରକେଟ୍’ ବିଷୟରେ ଯଦି କୁହାଯାଏ ତେବେ ଏହି ଫିଲ୍ମ ଏହି ଶୁକ୍ରବାର ଜି୫ରେ ରିଲିଜ୍ ହେବାକୁ ଯାଉଛି ।

: ଫିଲ୍ମ ‘ରଶ୍ମୀ ରକେଟ୍’ କୁ ନେଇ ଏବେ ଖୁବ ଚର୍ଚ୍ଚାରେ  ଅଭିନେତ୍ରୀ  ତାପସୀ ପନ୍ନୁ । ଏଥିରେ ସେ ଜଣେ ଆଥ୍‌ଲେଟ୍‌ର ଭୂମିକା ନିଭାଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ପାର୍ଥକ୍ୟ କ’ଣ କହିଛନ୍ତି ।ସେ କହିଛନ୍ତି ଯେ,  “ବିକିନୀ ବଡି ପାଇଁ ଆପଣଙ୍କୁ ଷ୍ଟ୍ରିମଲାଇନ୍ ଆପ୍ରୋଚକୁ ଫଲୋ କରିବାକୁ ହେବ। ଏନେଇ ଆପଣଙ୍କୁ ଓଜନ କମ କରିବାକୁ ହେବ। ଆପଣଙ୍କ ଚର୍ମ ଓ ହାଡରେ ଯେପରି କୌଣସି ପ୍ରଭାବ ନ ପଡେ। ଏ ସବୁ ଆପଣଙ୍କୁ ଫଲୋ କରିବାକୁ ପଡିବ। କାହିଁକି ନାଁ, ବିକିନୀ ବଡି ପାଇଁ ଲୋକେ ସ୍ଲିମ୍ ଫିଗର ଚାହାଁନ୍ତି । ମୁଁ ଜଣେ ଆଥ୍‌ଲେଟିକ୍। ଯଦି ବି ମୁଁ ବିକିନୀ ବଡି ବନେଇବାକୁ ଚାହିଁବି ତେବେ ଆପଣମାନେ ମୋ ଠାରେ ସେହି ସୁନ୍ଦରତା ଦେଖିପାରିବେ ନାହିଁ , ଯାହା ଅନ୍ୟ ଅଭିନେତ୍ରୀମାନଙ୍କ ପାଖରେ ପାଇବେ।”