Monday, November 16, 2026
Home ଆଞ୍ଚଳିକ ଦେଶବାସୀଙ୍କୁ ଦୁର୍ଗାଷ୍ଟାମୀର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ଦେଶବାସୀଙ୍କୁ ଦୁର୍ଗାଷ୍ଟାମୀର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

10

୧୩/୧୦/୨୧ (ଜିଲ୍ଲା ଖବର) : ପବିତ୍ର ଦୁର୍ଗାଷ୍ଟାମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ ଟ୍ଵିଟ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି ଲେଖିଛନ୍ତି ଯେ, ମାତା ଦୁର୍ଗାଙ୍କ ଆଶୀର୍ବାଦରୁ ସମଗ୍ର ବିଶ୍ୱକୁ କଲ୍ୟାଣ ପ୍ରାପ୍ତ ହେଉ। ଏହା ସହ ସେ ସମସ୍ତ ଲୋକଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା କାମନ କରିଛନ୍ତି। ।

ମଙ୍ଗଳବାର ମହାସପ୍ତମୀରେ ପ୍ରାଣପ୍ରତିଷ୍ଠା ପରେ ମାଙ୍କ ନିକଟରେ ଶଙ୍ଖ,ଘଣ୍ଟ, ହୁଳହୁଳିରେ ହୋମଯଜ୍ଞ ଇତ୍ୟାଦି କରାଯାଇ ମା’ଙ୍କୁ ଆରାଧନା କରାଯାଇଛି। ଆଜି ମହାଷ୍ଟମୀ ପୂଜାରେ ମାଙ୍କ ଆରତୀ ସହିତ ଚଣ୍ଡୀହୋମ ଏବଂ ସଂଧ୍ୟାରେ ସନ୍ଧି ପୂଜା ହେବ ।