୨ ଶିଶୁଙ୍କ ଅପପୁଷ୍ଟିରେ ମୃତ୍ୟୁ ଘଟଣା, ହାଇକୋର୍ଟରେ ଦାଖଲ ହେବ ଜନସ୍ୱାର୍ଥ ମାମଲା

9

ସୁନ୍ଦରଗଡ, ୧୧/୧୦/୨୧ (ଜିଲ୍ଲା ଖବର ) : ସୁନ୍ଦରଗଡ଼ ବଣାଇ ଦମାଳ ଅଞ୍ଚଳରେ ୨ ଶିଶୁଙ୍କ ଅପପୁଷ୍ଟିରେ ମୃତ୍ୟୁ ଘଟଣା । ହାଇକୋର୍ଟରେ ଦାଖଲ ହେବ ଜନସ୍ୱାର୍ଥ ମାମଲା । ଏହାସହ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ ହେବ ପିଟିସନ ।

ଇନ୍ଦୁତୁରୀ ଓ ପ୍ୟାରୀମୁଣ୍ଡାଙ୍କ ଗାଁ ବୁଲି ଦେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜାତୀୟ ମାନବାଧିକାର ସଙ୍ଗଠନ ସଦସ୍ୟା ତଥା କଟକ ହାଇକୋର୍ଟର ଆଇନଜୀବୀ ସୁଜାତା ଦାସ ଏବଂ ତାଙ୍କ ସହଯୋଗୀ ।