ଦେବଗଡ ତିଳେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

49

ଦେବଗଡ,୧୧/୧୦/୨୧ (ଜିଲ୍ଲା ଖବର ) :  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ। 

ଏକ କାଳୀନ 2 ଟି ସ୍ଥାନରେ ଚଢାଉ ଜାରି ରହିଛି । କନିଷ୍ଠ ଯନ୍ତ୍ରୀଙ୍କ ବଳମ ସ୍ଥିତ ବାସଭବନ ଏବଂ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଚଢାଉ କରିଛି ଭିଜିଲାନ୍ସ ।