
ଫୁଲବାଣୀ,୧୦/୧୦/୨୧ (ଜିଲ୍ଲା ଖବର) : ଆଜି ଅପରାହ୍ନ 1.45pm ବରହମପୁର ରୁ ଫୁଲବାଣୀ ଅଭିମୁଖେ ଏକ ଆମ୍ବୁଲାନ୍ସ ଟି ଲାସ୍ ଧରି ଆସୁଥିବା ସମୟରେ ଫୁଲବାଣୀର madikunda ଛକ ନିକଟରେ ଆମ୍ବୁଲାନ୍ସ ଟି ଭାର ଶ୍ୟାମ ହରାଇ ଆଗରେ ଯାଉ ଥିବା ଏକ ବାଇକ ଓ ଟ୍ରାକଟର କୁ ଧକ୍କା ଦେଇଥିଲା |
ଫଳରେ ବାଇକ ରେ ଥିବା ଦୁଇ ଜଣ ସ୍ଵାମୀ ଓ ସ୍ତ୍ରୀ ଆଘାତ ହୋଇଛନ୍ତି l ଆମ୍ବୁଲାନ୍ସ ଡ୍ରାଇଭର୍ ର ବି କିଛି ଆଘାତ ହୋଇଛି ସେମାନଂକୁ ତୁରନ୍ତ ଅଟୋ ରେ ନିକଟରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି |
ଆମ୍ବୁଲାନ୍ସ ଟି ଏତେ ସ୍ପିଡ଼୍ ରେ ଆସିବା ଯୋଗୁ ଦୁର୍ଘଟଣା ଟି ଘଟିଥିବା କଥା କହିଛନ୍ତି ଦୁର୍ଘଟଣା ଟି ଘଟିଥିବା ସ୍ଥାନରେ ଥିବା ସାଧାରଣ ଜନତା |





