Saturday, November 14, 2026
Home ଆଞ୍ଚଳିକ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା

ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା

4

୧୦/୧୦/୨୧ (ଜିଲ୍ଲା ଖବର) : ଶକ୍ତିପୀଠରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା । ବାଙ୍କୀର ଆରାଧ୍ୟା ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇାଯାଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ନୀତିକାନ୍ତିରେ ପ୍ରତିନଦିନ ମାଆଙ୍କ ପୂଜା ହେଉଛି । କୋଭିଡ୍ କଟକଣାରେ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ମଣ୍ଡପରେ କାଲି ହେବ ମାଆଙ୍କ ଷଷ୍ଠୀ ପୂଜା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । 

ଆରମ୍ଭ ହୋଇସାରିଛି ଜଗତଜନନୀ ମା’ଦୁର୍ଗାଙ୍କ ପୂଜା। ୯ଦିନ ଧରି ପୂଜା ପାଇବେ ମା’। ମା’ଙ୍କ ଆଗମନରେ ଚଳଚଞ୍ଚଳ ଗାଁଠୁ ସହର। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଫିକା ପଡିଛି ଦଶହରା।