
ଖୋର୍ଦ୍ଧା, ୧୦/୧୦/୨୧ (ଜିଲ୍ଲା ଖବର) : ଜନ ଅଧିକାର ସଙ୍ଗ ଓଡ଼ିଶା ଶାଖା ପକ୍ଷରୁ, ଖୋର୍ଦ୍ଧା ବିଧାୟକ ମହୋଦୟ ଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ଯୁକ୍ତ ଅନାଥ ପଟ୍ଟନାୟକ ମହୋଦୟ ଜନ ଅଧିକାର ସଙ୍ଗ ଓଡ଼ିଶା ଶାଖା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମହୋଦୟ, ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ଶ୍ରୀ ଯୁକ୍ତ ହଵିବୁର ରେହମାନ ମହୋଦୟ ବରିଷ୍ଠ ନାଗରିକ ଜନ ଅଧିକାର ସଙ୍ଗ ସଦସ୍ୟ ବାସୁଦେବ ସେଠୀ , ସଞ୍ଜିବ କୁମାର ଙ୍କ ସହିତ ଆଇନଜୀବୀ ପବିତ୍ର କୁମାର ବଳିଆର ସିଂହ, ମନୋଜ କୁମାର ସାମନ୍ତରାୟ, ସତ୍ୟ ସୋରୁପ୍ ମହାପାତ୍ର,ବିଶିଷ୍ଟ ଶିକ୍ଷାବିତ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ମହୋଦୟ ଙ୍କୁ ସାମ୍ବାଦିକ ମହୋଦୟ ଅନସର ଅଲ୍ଲୀ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା.


