Tuesday, November 17, 2026
Home ଆଞ୍ଚଳିକ ପୁଣି ଭୟଙ୍କର ବିସ୍ଫୋରଣରେ ଥରି ଉଠିଲା ଆଫଗାନିସ୍ଥାନ

ପୁଣି ଭୟଙ୍କର ବିସ୍ଫୋରଣରେ ଥରି ଉଠିଲା ଆଫଗାନିସ୍ଥାନ

11

୦୯/୧୦/୨୧ (ଜିଲ୍ଲା ଖବର) : ମାତ୍ର ୩/୪ ଦିନର ବ୍ୟବଧାନ ପରେ ପୁଣି ଭୟଙ୍କର ବିସ୍ଫୋରଣରେ ଥରି ଉଠିଲା ଆଫଗାନିସ୍ଥାନ।   ନିକଟରେ ଏକ ମସଜିଦରେ ଆଇଏସଆଇଏସ୍ ଆତଙ୍କବାଦୀମାନେ ଆତ୍ମଘାତି ବିସ୍ଫୋରଣ ଘଟାଇ କେତେକ ତାଲିବାନ ସୈନ୍ୟଙ୍କୁ ମାରିଥିଲେ ଯାହାର ପ୍ରତିଶୋଧ ନେଇଥିଲା ତାଲିବାନ ।

 ଏବେ ପୁଣି ପାଲଟା ପ୍ରତିଶୋଧ ନେଇଛି ଆଇଏସ୍ଆଇଏସ୍ କେ ଆତଙ୍କବାଦୀ ଗୋଷ୍ଠୀ । ଏଥର ବିସ୍ଫୋରଣର ସିହା ସମ୍ପ୍ରଦାୟର ସଂଖ୍ୟାଲଘୁ ଶିକାର ହୋଇଛନ୍ତି  ।