

ନୂଆଦିଲ୍ଲୀ ; ଗଣିତଜ୍ଞ ଡଃ ବଶିଷ୍ଠ ନାରାୟଣ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । “ଗଣିତଜ୍ଞ ଡଃ ବଶିଷ୍ଠ ନାରାୟଣ ସିଂହଙ୍କ ବିୟୋଗରେ ସେ ଅତ୍ୟନ୍ତ ଦୁଃଖୀ।ତାଙ୍କ ବିୟୋଗରେ ଦେଶ ବିଜ୍ଞାନ କ୍ଷେତ୍ରରେ ଜଣେ ବିଶିଷ୍ଟ ପ୍ରତିଭାଙ୍କୁ ହରାଇଲା।ବିନମ୍ର ଶ୍ରଦ୍ଧାଞ୍ଜଳି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।



