Sunday, October 11, 2026
Home ଅପରାଧ ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧ କୋଟି ୮୦ ଲକ୍ଷ ଟଙ୍କା ଉଠାଇଲେଣି ଏହି...

ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧ କୋଟି ୮୦ ଲକ୍ଷ ଟଙ୍କା ଉଠାଇଲେଣି ଏହି ବ୍ୟକ୍ତି

7

ଭୁବନେଶ୍ୱର, ୦୭/୧୦/୨୧ (ଜିଲ୍ଲା ଖବର) :  ମୃତ ବ୍ୟକ୍ତିଙ୍କ ନାମରେ ବୀମା କରି  LIC ଏଜେଣ୍ଟ ଗିରଫ । ଖୋର୍ଦ୍ଧା LIC କାର୍ଯ୍ୟାଳୟର ଏଜେଣ୍ଟ  କବିରାଜ ବେହେରାକୁ ଗିରଫ କଲା କ୍ରାଇମବ୍ରାଞ୍ଚର EOW  ।

୨୦୦୫ ରୁ ୨୦୦୯ ଭିତରେ ୨୩ ଜଣ ମୃତ ବ୍ୟକ୍ତିଙ୍କ ନାମରେ ବୀମା କରି ୧ କୋଟି ୮୦ ଲକ୍ଷ ଟଙ୍କା ବୀମା ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।  ବୀମା ପାଇଁ ବ୍ୟବହାର କରୁଥିଲେ ଫେକ୍ ଡେ଼ଥ ସାର୍ଟିଫିକେଟ ।

ସେହିପରି କବିରାଜଙ୍କ ଘରୁ ଭୋଟର କାର୍ଡ, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ ଜବତ ହୋଇଛି । ଅଭିଯୁକ୍ତକୁ ଖୋର୍ଦ୍ଧା କୋର୍ଟରେ ହାଜର କରିଛି  EOW ।