Thursday, November 12, 2026
Home ଆଞ୍ଚଳିକ ଟପ୍‌ଲେସ୍‌ ହୋଇ ଫଟୋ ସେୟାର କଲେ ଶ୍ରୁତି ହାସନ୍

ଟପ୍‌ଲେସ୍‌ ହୋଇ ଫଟୋ ସେୟାର କଲେ ଶ୍ରୁତି ହାସନ୍

17

ନୂଆଦିଲ୍ଲୀ, ୦୭/୧୦/୨୧ (ଜିଲ୍ଲା ଖବର) : ବଲିଉଡ ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିଚିତ ଅଭିନେତ୍ରୀ ଶ୍ରୁତି ହାସନ ଜଣେ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ, ଜଣେ ଭଲ ସିଙ୍ଗର ମଧ୍ୟ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଶ୍ରୁତି । ସବୁବେଳେ ସେ ତାଙ୍କର ଫଟୋ, ଭିଡିଓ ସେୟାର କରନ୍ତି । ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ଚାହିଁ ରହିଥାଆନ୍ତି । ତେବେ ନିକଟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି  । ଯେଉଁଥିରେ ସେ ଟପଲେସ ନଜର ଆସୁଛନ୍ତି  ।

ଏହି ଟପଲେସ ଫଟୋରେ ଶ୍ରୁତିଙ୍କ ପିଠିରେ ଏକ ଟାଟୁ  ଥିବା ନଜର ଆସୁଛି ।ଆଉ ଏଥିରେ ସେ ଆଉ କାହାର ନୁହେଁ, ବରଂ ନିଜ ନାଁ ଲେଖାଇଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ମେରା ନାମ୍ ବୋଲିଏ ,ଯୋର୍ ସେ ବୋଲିଏ ‘ ।