Wednesday, October 14, 2026
Home ଆଞ୍ଚଳିକ ଶିଶୁ ଦିବସ ଅବସରରେ ଦୃଷ୍ଟିହୀନ ପିଲାଙ୍କୁ ନିଶା ଠାରୁ ଦୁରେଇ ରହିବା...

ଶିଶୁ ଦିବସ ଅବସରରେ ଦୃଷ୍ଟିହୀନ ପିଲାଙ୍କୁ ନିଶା ଠାରୁ ଦୁରେଇ ରହିବା ପାଇଁ ଶପଥ ।

47

ଟ୍ରୀ ଫାଉଣ୍ଡେସନ,ଶେରଗଡ଼ ଓ ଓଡିଶା ସେର୍ଭିସ ସେଣ୍ଟର ଫର ଦି ବ୍ଲାଇଣ୍ଡ, ବ୍ରହ୍ମହପୁରର ମିଳିତ ଆନୁକୂଲ୍ୟରେ ଅନ୍ଧ ପସରା ରୋଡ ଦୃଷ୍ଟିହୀନ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଓ ଟ୍ରୀ ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ନିଶା ନିବାରଣର ବାର୍ତା ଦେଇଥିଲେ ଏବଂ ଏମ.ଡି. ଇମ୍ରାନ ଅଲ୍ଲୀ ଙ୍କ ଦ୍ୱାରା ମିଶନ ଆନସେର ଟୁ କ୍ୟାନ୍ସର ବ୍ରେଲି ବହି ପ୍ରଦାନ କରିଥିଲେ l ଏହି ବହିକୁ ପଢି ଦୃଷ୍ଟିହୀନ ପିଲାମାନେ ବହୁତ ଖୁସି ହେଲେ ଓ ନିଶାଠାରୁ ଦୁରେଇ ରହିବା ପାଇଁ ଶପଥ କରିଥିଲେ l