
ବାଲେଶ୍ଵର,୦୭/୧୦/୨୧ (ଜିଲ୍ଲା ଖବର) : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥ ତୁଳସୀ ଆଶ୍ରମ ଛକ ନିକଟରେ କଣ୍ଟେନର ଓ ବାଇକ ମୁଁହାମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି।
ବାଇକ ଆରୋହୀ ଜଣଙ୍କ ଭଦ୍ରକରୁ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ବାଲେଶ୍ଵରରୁ ଭଦ୍ରକ ଯାଉଥିବା ଏକ କଣ୍ଟେନର ସହିତ ମୁଁହା ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହି ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।



