Home ଅପରାଧ ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ଘଟି ପୋଡ଼ିଗଲେ ଦମ୍ପତି

ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ଘଟି ପୋଡ଼ିଗଲେ ଦମ୍ପତି

18

ଭଦ୍ରକ, ୦୬/୧୦/୨୧ (ଜିଲ୍ଲା ଖବର) : ଭଦ୍ରକ ଚାନ୍ଦବାଲି ତେନ୍ତୁଳିଡିହ ପଞ୍ଚାୟତ କଣ୍ଡିଆ ସାହିରେ ଦୁର୍ଘଟଣା । ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ଘଟି ପୋଡ଼ିଗଲେ ଦମ୍ପତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯିବା ବେଳେ ଉଦ୍ଧାର ପାଇଁ ଯାଇ ସ୍ୱାମୀ ମଧ୍ୟ ପୋଡ଼ି ହୋଇଯାଇଥିଲେ ।