
ହିଞ୍ଜିଳକାଟୁ, ୦୬/୧୦/୨୧(ଜିଲ୍ଲା ଖବର): ହିଂଜିଳି ଥାନା ଅନ୍ତର୍ଗତ ଗୋଦରାପୋଲ୍ଲୀ ଗ୍ରାମର P ଦରମା ରାଓ ୬୫ ବୟସ ଗୋଦରାପଲ୍ଲୀ ଓ ମୋହନପଲ୍ଲୀ ମଝି ରାସ୍ତା ୯ନମ୍ବର କେନାଲ ପାର୍ଶ୍ୱରେ ଗୋଦରାପଲ୍ଲୀ ଗ୍ରାମର ପି ଧର୍ମା ରାଓ ନାମକ ବ୍ୟକ୍ତିଙ୍କୁ ଏକ ପାସିଞ୍ଜେର ଅଟୋ ରେ ଜାଗିଲି ସେଠୀ ଏବଂ ତାଙ୍କ ସାନ ପୁଅ ସେହି ଗ୍ରାମରୁ ଉଠାଇ ଆଣି କାନ ଓ ମୁଁହ କୁ ମାରି ମାରି ହତ୍ୟା କରିଛନ୍ତି ବୋଲି ପାଖରେ ଥିବା ବିଲରେ କାମ କରୁଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ଏହି ହତ୍ୟା ପୂର୍ବ ଶତ୍ରୁତା କୁ ନେଇ ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।ଘଟଣା ସ୍ଥଳରେ ହିଂଜିଳି ପୋଲିସ ପହଂଚି ତଦନ୍ତ ଆରମ୍ଭ କରି ଦେଇଛି।ଅଗ୍ନିଶମ ବିଭାଗ ର ଏକ ଟିମ ଶବ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନେଇ ହିଂଜିଳି ଥାନା ପକ୍ଷରୁ କୋଣସୀ ସ୍ପଷ୍ଟ ସୂଚନା ମିଳିନାହିଁ |
ରିପୋର୍ଟ : ତାପସ କୁମାର ପଣ୍ଡା


