Thursday, November 12, 2026
Home ଆଞ୍ଚଳିକ ଆସ୍କା ଫଟି ଜବତ

ଆସ୍କା ଫଟି ଜବତ

64

ଜଟଣୀ,୦୬/୧୦/୨୧(ଜିଲ୍ଲା ଖବର):- ଏକ ବିଶେଷ ସୂତ୍ରରୁ ଖବରପାଇ ଜଟଣୀ ପୋଲିସ ବୁଢ଼ାପଡ଼ା ଛକ ନିକଟରେ ପହଞ୍ଚି ଏକ ପରିତ୍ୟକ୍ତ ଘରୁ ୪୨ କାର୍ଟୁନ୍ ଆସ୍କା ଫଟି ମଦ ଜବତ ହେଇଛି । ଆନୁମାନିକ ଏକ ହଜାର ଲିଟର ପୋଚକୁ ପୋଲିସ ନଷ୍ଟ କରିଛି । ଏହି ପରିତ୍ୟକ୍ତ ଘରେ ଦେଶୀମଦ କୁ ପୋଲିସ ନଷ୍ଟ କରି ଆସ୍କା ଫଟି ୪୨ କାର୍ଟୁନ ଜବତ କରିଥିଲେ । ବେପାରୀ ଜଣକ କୌଶଳକ୍ରମେ ସେଠାରୁ ଖସି ଯାଇଥିଲା । ଏନେଇ ଜଟଣୀ ପୋଲିସ ୫୧୦/୨୧ରେ ମାମଲା ରୁଜୁ କରି ମୁଖ୍ୟ ବେପାରୀକୁ ଧରିବା ପାଇଁ ଉଦ୍ୟମ ଜାରିରହିଛି।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର