Saturday, November 14, 2026
Home ଆଞ୍ଚଳିକ କମୁଛି ସଂକ୍ରମଣ: ଦେଶରେ ୨୦୭୯୯ କରେୋନା ଆକ୍ରାନ୍ତ ଚିହ୍ନଟ

କମୁଛି ସଂକ୍ରମଣ: ଦେଶରେ ୨୦୭୯୯ କରେୋନା ଆକ୍ରାନ୍ତ ଚିହ୍ନଟ

6

ନୂଆଦିଲ୍ଲୀ,୦୪/୧୦/୨୧ (ଜିଲ୍ଲା ଖବର) : ଦେଶରେ କମୁଛି ସଂକ୍ରମଣ। ୨୦୦ ଦିନ ପରେ ଆଜି ଦେଶରେ କମ୍‌ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୨୦୭୯୯ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି। ଏଥିସହିତ ୧୮୦ ଅକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସେହିପରି ୨୬,୭୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସବୁଠାରୁ ଆସ୍ୱସ୍ଥିଜନକର କଥା ଏହିକି ଯେ,  ଦେଶରେ ଏବେ ୨,୬୪,୪୫୮ ସକ୍ରିୟ ମାମଲା ଅଛି ଯାହାକି ଗତ ୨୦୦ ଦିନରେ ସବୁଠାରୁ କମ ମାମଲା।  ତେବେ ଏହାର ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।