Thursday, November 12, 2026
Home ଆଞ୍ଚଳିକ ୩ରୁ ଚତୂର୍ଥ ଏକ ନାଟକ ମହୋତ୍ସବ

୩ରୁ ଚତୂର୍ଥ ଏକ ନାଟକ ମହୋତ୍ସବ

11

ଗଞ୍ଜାମ,୦୩/୧୦(ଜିଲ୍ଲା ଖବର):ଜଣେ ନାଟ୍ୟକାର ନାଟଜ ଏକକାଳୀନ କିଛି ଦିନ ଧରି ପରିବେଷଣ କରିବାର ଅଭିନଵ ପାୟସକୁ ଜଗନ୍ନାଥ ସାଂସ୍କୃତିକ ସାଂସଦ ତରଫରୁ ପ୍ରଥମ ଥର ପାଇଁ ଏକକ ନାଟକ ଉତ୍ସବର ପରିକଳ୍ପନା କରାଯାଇଥିଲା 2009 ମସିହାରେ |ସେତେବେଳେ ଏହି କାର୍ଯ୍ୟକ୍ରମକୁ ବୃଦ୍ଧିଜୀଵୀ ମହଲରେ ବହୁ ପ୍ରଶଂସା କରାଯାଇଥିଲା |ପ୍ରତି 3 ବର୍ଷକୁ ଥରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମ ଚଳିତ ବର୍ଷ ଚତୂର୍ଥ ଏକ ନାଟକ ଉତ୍ସବ ସ୍ଥାନୀୟ ପ୍ରକାଶ ମହଲ ଠାରେ 3.10.21 ଠାରୁ 5.10.21 ଯାଏଁ ଅନୁଷ୍ଠିତ ହେବ |(2ୟ )ଓ ପିତା ପୁତ୍ର ଚରିତ ପ୍ରୀତିଦିନ ସନ୍ଧ୍ୟା 7 ଟା ରେ ମଞ୍ଚସ୍ଥ ହେବ | ଜନ ସାଧାରଣ ବହୁ ସଂଖ୍ୟାରେ କୋଭିଡ ନିୟମ ମାନି ଯୋଗଦେବାକୁ ଅନୁରୋଧ |ଏହି ନାଟକ ମହୋତ୍ସବ ସଭାପତି ବିଜୟ ମହାରଣା, ସମ୍ପାଦକ ସତ୍ୟ ମହାରଣା, ବିଚିତ୍ରନନ୍ଦ ଵେବରର୍ତ୍ତା, ରମେଶ ମହାରଣା (ନାଟ୍ୟକାର ), ଶ୍ରୀମତୀ କିରଣବଳା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |
ରିପୋର୍ଟ : କୁନା ମିଶ୍ର