
୦୩/୧୦/୨୧ (ଜିଲ୍ଲା ଖବର) : ଚାଲିଛି ପିପିଲିରେ ଉପନିର୍ବାଚନ ଭୋଟ ଗଣତି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ରହିଛି ଆଗରେ । ୬୩୨୪ ଭୋଟରେ ଆଗରେ ରହିଛି ବିଜେଡି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିକୁ ୨୩୪୬୨ ଭୋଟ ମିଳିଛି। ଏହାସହ ବିଜେପିକୁ ୧୭୧୩୮ ଭୋଟ ଏବଂ କଂଗ୍ରେସକୁ ୧୭୮୪ ମିଳିଛି। ଆଗରେ ହୁଏତ ବିଜେଡି ରହିଛି। କିନ୍ତୁ ବିଜେପି ବି ପୁରା ଦମ ଦେଖାଇଛି।
କହିବାକୁ ଗଲେ ପିପିଲିରେ ଅନେକ ଦିନ ଧରି ବିଜେଡି ରାଜ କରିଆସିଛି । କିନ୍ତୁ ବିଜେପି ବି ଏଥର ଅନେକ ଭୋଟ ଅକ୍ତିଆର କରିଛି।


