
୦୩/୧୦/୨୧ (ଜିଲ୍ଲା ଖବର) : ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଗଲାଣି । ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୫୭୮୭ରେ ଭୋଟରେ ଆଗୁଆ ରହିଛି ବିଜେଡି। ବିଜେଡିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୧୨୫ ଭୋଟ ମିଳିଥିବାବେଳେ ବିଜେପିକୁ ୧୪୩୩୮ ଖଣ୍ଡ ଏବଂ କଂଗ୍ରେସକୁ ୧୫୪୫ଖଣ୍ଡ ଭୋଟ ମିଳିଛି। ଚାଲିଛି ଜୋରଦାର ଫାଇଟ।
ଏହାମଧ୍ୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି ।


