Sunday, November 15, 2026
Home ଆଞ୍ଚଳିକ ପିପିଲି ବ୍ୟାଟେଲ: ବାହାରିଲା ୪ର୍ଥ ରାଉଣ୍ଡର ପଳାଫଳ

ପିପିଲି ବ୍ୟାଟେଲ: ବାହାରିଲା ୪ର୍ଥ ରାଉଣ୍ଡର ପଳାଫଳ

10

୦୩/୧୦/୨୧ (ଜିଲ୍ଲା ଖବର) : ପିପିଲି ଉପନିର୍ବାଚନରେ ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ୪ର୍ଥ ରାଉଣ୍ଡ ସୁଦ୍ଧା ୫୧୪୦ ଭୋଟରେ ଆଗୁଆ ବିଜେଡି। ଅନ୍ୟପଟେ ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିଛି। ବିଜେଡି-ବିଜେପି ଫାଇଟ ଦେଖିବାକୁ ମିଳିଛି ପିପିଲିରେ। 

ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡିକୁ ୧୬,୯୬୮ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୧,୮୨୮ଖଣ୍ଡ ଏବଂ କଂଗ୍ରେସକୁ ୧୧୮୦ଖଣ୍ଡ ଭୋଟ ମିଳିଛି । ଚାଲିଛି ଭୋଟ ଗଣତି। ଗୋଟିଏ ପରେ ଗୋଟିଏ ରାଉଣ୍ଡର ଫଳାଫଳ ବାହାରିସାରିଲା ପରେ କିଏ ଜିତିବ ପିପିଲିକୁ ତାକୁ ହିଁ ଅପେକ୍ଷା।