Sunday, October 11, 2026
Home ଆଞ୍ଚଳିକ ୩ୟ ପର୍ଯ୍ୟାୟ ଭୋଟ ଗଣତି, ବିଜେଡି ୫୦୪୪ ଭୋଟରେ ଆଗୁଆ

୩ୟ ପର୍ଯ୍ୟାୟ ଭୋଟ ଗଣତି, ବିଜେଡି ୫୦୪୪ ଭୋଟରେ ଆଗୁଆ

7

୦୩/୧୦/୨୧ (ଜିଲ୍ଲା ଖବର) :  ଚାଲିଛି ଭୋଟ ଗଣତି। ଆଗରେ ରହିଛି ପିପିଲି। ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡିକୁ  ୧୩୬୧୧ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ  ୮୫୬୭ ଏବଂ କଂଗ୍ରେସକୁ ୧୧୭୯ ଖଣ୍ଡ ଭୋଟ ମିଳିଛି। ତେବେ ଆଜିର ଫଳାଫଳ ଉପରେ ପିପିଲିବାସୀ ପାଇବେ ନୂଆ ବିଧାୟକ।

ସୁଚାରରୂପେ ଚାଲିଛି ଭୋଟ ଗଣତି। ସୁରକ୍ଷା ବ୍ୟବସ୍ଥାକୁ କଡାକହି କରାଯାଇଛି। ସକଳା ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହୋଇଥିବା ବେଳେ ଆଜି ଆସିବ ଫଳାଫଳ ।