
କନ୍ଧମାଳ,୦୨/୧୦(ଜିଲ୍ଲା ଖବର):ଏହି ଅବସରରେ ଫୁଲବାଣୀ ର ସମ୍ପୂର୍ଣ୍ଣl ଫାଉଣ୍ଡେସନ ର ସଦସ୍ୟ ମାନେ ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି l ଫୁଲବାଣୀ ର ମୁନସୀ ପାଲଟି ରେ ଥିବା ପିଈବା ପାଣି ର ପରିସର କୁ ସଫା କରିବା ସହ ଫୁଲବାଣୀ ସହରରେ ରାସ୍ତାରେ ପଡିଥିବା ଅଳିଆ ଆବର୍ଜନା କୁ ମଧ୍ୟ ସଫା କରିଛନ୍ତି l ବର୍ଷା ଦିନରେ ଯେଉଁ ଗରିବ ଲୋକ ଙ୍କ ଘର ଭାଙ୍ଗି ଯାଇଛି ଏହି ଫାଉଣ୍ଡେସନ ତରଫରୁ ପଲିଥିନ୍ ବଣ୍ଟନ କରାଯାଇଛି l
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର





